ଗୁଳି ଚୋଟରେ ଆହତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ
ହତ୍ୟା ଉଦ୍ୟମ ବୋଲି ମନେହେଉଥିବା ଆକ୍ରମଣରେ ଆହତ ହେବା ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅତି ସଙ୍କଟଜନକ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ‘କାର୍ଡିଓପଲ୍ମୋନାରି ଆରେଷ୍ଟ୍’ ଅବସ୍ଥାରେ ଅଛନ୍ତି (ଅର୍ଥାତ୍ ତାଙ୍କର ହୃତ୍ପିଣ୍ଡ ଠିକ୍ରୂପେ କାମ କରୁନାହିଁ) ବୋଲି ଟୋକିଓର…
ସାବଧାନ୍ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ବ୍ୟବହାରକାରୀ, ହ୍ୟାକର୍ସ ପାଇଯାଇଛନ୍ତି ଡାଟା ଖୋଜିବାର ନୂଆ ଉପାୟ
ଆପଣ ୟୁଟ୍ୟୁବ୍ ଓ ହ୍ୱାଟ୍ସଆପ୍ ବ୍ଯବହାର କରୁଛନ୍ତି କି ? ତେବେ ଆପଣଙ୍କୁ ବର୍ତ୍ତମାନ ଅଧିକ ସତର୍କ ରହିବାକୁ ପଡିବ। ଆପଣ ଜାଣିଥିବେ ବର୍ତ୍ତମାନ ଅନେକ ଅନଲାଇନ ଠକେଇ ମାମଲା ବଢୁଛି। ପୁଣି ଏବେ ୟୁଟ୍ୟୁବରେ ନୂଆ ମାମଲା ସାମ୍ନାକୁ ଆସିଛି।…
ନଦୀକୁ ଖସିଲା କାର୍, ୯ ମୃତ ଜଣେ ନିଖୋଜ
ନଦୀକୁ ଖସିଲା କାର୍ । ଉତ୍ତରାଖଣ୍ଡର ରାମନଗରରେ ଢେଲା ନଦୀରେ ଦୁର୍ଘଟଣା । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର୍ ନଦୀରେ ଭାସିଯିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି ।…
ରାଜ୍ୟରେ ଉପରମୁହାଁ କରୋନା, ଖୋର୍ଦ୍ଧାରେ ୨୦୦ଟପିଲା କଟକରେ ୧୦୦
ଭୁବନେଶ୍ବର -: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ବଢ଼ିଛି। ଗତ ୧୧ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶୁକ୍ରବାର ଦିନ ୪୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୨୮ ଜଣ…
ଆପଣଙ୍କ ପାଇଁ ଖୁସି ଖବର, ଉଦୟଗିରି ଲାଇଟ୍ ଆଣ୍ଡ୍ ସାଉଣ୍ଡ ସୋ’ ଭାଗ୍ୟ ଫିଟିବ
ଖଣ୍ଡଗିରି -: ଉଦୟଗିରି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ଭାଗ୍ୟ ଖୋଲିବ। ବିଳମ୍ବରେ ହେଲେ ମଧ୍ୟ ଏହି ସୋ’ ପାଇଁ ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍ଆଇ) ପକ୍ଷରୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି)କୁ ଅନୁମତି ପ୍ରଦାନ କରାଯାଇଛି। ଐତିହ୍ୟକୁ ସୁରକ୍ଷା ଦେଇ…
ମହାପ୍ରଭୁଙ୍କ ‘ଗରୁଡ଼ ଶୟନ ଦ୍ୱାଦଶୀ’ର କିଛି ଅଜଣା କଥା …
ଯେଅମିତ ସାହସ ଓ ପରାକ୍ରମସଂପନ୍ନ ତେଜରେ ସମସ୍ତ ଦିଗକୁ ପ୍ରକାଶିତ କରନ୍ତି; ଯାହାଙ୍କ ପାଖରେ ନିଜ ଇଚ୍ଛା ଅନୁସାରେ ରୂପଧାରଣ କରିବାର ଶକ୍ତି ରହିଛି; ଯିଏ ଯେଉଁ ସ୍ଥାନକୁ ଯିବାକୁ ଚାହାଁନ୍ତି ଯାଇ ପାରନ୍ତି ଏବଂ ନିଜ ଇଚ୍ଛା ଅନୁସାରେ, ପରାକ୍ରମ…
ତିଗିରିଆରେ ଡବଲ ମର୍ଡର ! ଦୁଇଭାଇଙ୍କୁ ମାରିଦେଇ ଦୁର୍ଘଟଣାର ରୁପଦେବାକୁ ପ୍ରୟାସ
ତିଗିରିଆ-: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଉପରଗଡ ଛକରେ ଦୁଇ ଭାଇଙ୍କ ସନ୍ଦେହ ଜନକ ମୃତ୍ୟୁ ।ପାରିପାର୍ଶ୍ବିକ ପରିସ୍ଥିତି ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଦର୍ଶାଉଥିଲେ ବି ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି।ମୃତକ ଦୁଇଜଣ…
ବଡମ୍ବା ବିଧାରପୁର ଠାରେ ପୁର୍ବ ଶତ୍ରୁତାରୁ ନୃଷଂସ ହତ୍ୟା
ଆଠଗଡ଼-: ବଡମ୍ବା ଥାନା ବିଧାରପୁର ଠାରେ ଜଣେ ଯୁବକଙ୍କୁ ଗତକାଲି ବିଳମ୍ବିତ ରାତ୍ରରେ ହତ୍ୟା କରାଯାଇଛି।ଘଟଣାର ବିବରଣୀରୁ ପ୍ରକାଶ ଯେ ମୃତକ ଯୁବକ ସୁଧାକର ଜେନା (୩୦) ମଣିଆବନ୍ଧ ଗ୍ରାମରୁ ଭୋଜି ଖାଇ ନିଜଗ୍ରାମ ବନମାଲିପୁରକୁ ଫେରୁଥିବା ବେଳେ ସେହି ଗ୍ରାମର…
ଆଠଗଡରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ଆଠଗଡ଼-: କଥା ଦେଇଥିଲେ ସାରା ଜୀବନ ଅପେକ୍ଷା କରିବାକୁ କିନ୍ତୁ କଥା ରଖିଲେନି।ଅଧା ବାଟରୁ ହାତଛାଡି ଚାଲିଗଲେ।ଏ ଜୀବନ ରଖି ଲାଭ କଣ।ସିଏ ମୋତେ ଯେଉଁଠି ଅପେକ୍ଷା କରିଛନ୍ତି ମୁଁ ମଧ୍ୟ ସେଇଠିକି ଚାଲିଯିବି।ଏହା କୌଣସି ନାଟକ କିମ୍ବା ଚଳଚ୍ଚିତ୍ର ର…
