ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ ସମେତ ବ୍ରିଜ ଉପରେ ଥିବା ପ୍ରାୟ ୨୪ ଜଣ ଲୋକ ନାଳକୁ ଖସି ପଡ଼ିଥିଲେ।
ଏହି ଘଟଣା ସମୟର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି। ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ ସମେତ ବ୍ରିଜ ଉପରେ ଥିବା ପ୍ରାୟ ୨୪ ଜଣ ଲୋକ ନାଳକୁ ଖସି ପଡ଼ିଥିଲେ। ଏହି ଘଟଣା ସମୟର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି।
