ବାଙ୍କୀ ବୈଦ୍ୟେଶ୍ୱର ଭୂଆସୁଣୀ ବଜାର ଠାରେ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ବାର୍ଷିକ ଉତ୍ସବ

Creat A Revolution
           

ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ)-:

ଆଜି ଏକ କାର୍ଯ୍ୟରତ ଏକ ବୁଥ ୧୦୦+ସଦସ୍ୟ ୨୫ ସେପ୍ଟେମ୍ବର ୨୦୨୪ ବୁଧବାର ଦିନ ଭାରତୀୟ ଜନତା ପାର୍ଟି ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ପଞ୍ଚାୟତ ଭୂଆସୁଣୀ ବଜାର ଠାରେ ପ୍ରାୟ ସାତଟି ବୁଥର ଶହେପ୍ଲୁସ ସଦସ୍ୟଙ୍କୁ ନେଇ.. ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜନ୍ମ ବାର୍ଷିକ ଉତ୍ସର୍ଵ ପାଳନ ହେବା ସହିତ ସଭାରେ ପଣ୍ଡିତ ଦିନଦୟାଲଙ୍କ ଇତିହାସ ବିଷୟରେ ସଭାପତି ସୁଶାନ୍ତ ଭଟ ମହାଶୟ ସଭାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ଶ୍ରୁତିଲୋଚନା କରିଥିଲେ

ଦିନଦୟାଲଙ୍କ ଜନ୍ମ ବାର୍ଷିକ ଉତ୍ସର୍ଵ ସଭାରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ଭାରତୀୟ ଜନତା ପାର୍ଟି ର ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ଯୁବନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ,ମହୋଦୟ, ସଭାପତି , ସୁଶାନ୍ତ ଭଟ, ଆୟୋଜକ ପଞ୍ଚୁ ସାହୁ ମହୋଦୟ ଏବଂ ସାମ୍ବାଦିକ ସୁଶାନ୍ତ ପଳେଇ ଏବଂ ଭାରତୀୟ ଜନତା ପାର୍ଟି ର ଅନ୍ୟ ସଦସ୍ୟ ଯୋଗଦାନ ଦେଇଥିବାରୁ ପଣ୍ଡିତ ଦିନଦାୟଲ ଙ୍କ ଜନ୍ମଦିନ ପାଳନ କରାଗଲା


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading