Creat A Revolution
ଭୁବନେଶ୍ବର -: ଦୀର୍ଘ ୧୧ ଧରି ସ୍ୱେଛାକୃତ୍ ଭାବରେ ବିଭିନ୍ନ ସରକାରୀ ସଂସ୍ଥା ଦ୍ୱାରା ମାନ୍ୟତା ପ୍ରାପ୍ତ ଆର.ଆଇ.ସି
ଆଜି କାଲି ଦିନରେ ଟେକ୍ନୋଲୋଜି ଏବଂ ଏ.ଆଇ ବ୍ୟବହାର କରିବା ଉପୋଯୋଗୀତା। ବିଭିନ୍ନ କ୍ଷେତ୍ରରେ ସରକାରୀ ହେଉ କିମ୍ବା ବେସରକାରୀ ହେଉ କମ୍ପ୍ୟୁଟର୍ ନିହାତି ଆବଶ୍ୟକତା ପଡ଼ିଥାଏ ତେଣୁ ଏ ଦିଗରେ ମୁଖ୍ୟତଃ ପ୍ରାଧାନ୍ୟ ଦେବା ଉଚିତ ବୋଲି ବିଶିଷ୍ଟ ଆଇନୀ ଯିବି ଶ୍ରୀଯୁକ୍ତ ପୁରୁଷୋତ୍ତମ ନାୟକ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ଶେଷରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ମୁଖ୍ୟ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଅନୁଷ୍ଠାନର ମୁଖ୍ୟ ପରିଚାଳକ ଅମ୍ବୁଜା ମହାନ୍ତି ।
Discover more from odia.bnslive.in
Subscribe to get the latest posts sent to your email.