Creat A Revolution
କଟକ -: ୫ ହଜାର ଟଙ୍କେ ଲେଖାଏ ଗଣିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ତାଙ୍କର ସ୍ବାମୀ ସାଂସଦ ଅନୁଭବ ମହାନ୍ତି। ପରିବାର ଅଦାଲତ ଏହି ଭଳି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାରବାରରେ ବିଳମ୍ବ କରିଥିବାରୁ ଉଭୟ ବର୍ଷା ଓ ଅନୁଭବ ଟଙ୍କା ଗଣିବେ। ବର୍ଷା ଅନୁଭବଙ୍କ ପକ୍ଷରୁ ଦାଖଲ ଆବେଦନକୁ ଵି ଗ୍ରହଣ କଲେ କୋର୍ଟ। ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦବକୁ ଗ୍ରହଣ କଲେ କୋର୍ଟ। ବାରମ୍ବାର ତାରିଖ ସତ୍ତ୍ବେ ହାଜର ହେଉନଥିଲେ ବର୍ଷା। ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ବି ଭୁଲ ଦେଇଥିଲେ ଅନୁଭବ।
Discover more from odia.bnslive.in
Subscribe to get the latest posts sent to your email.
