ଏହି ୪ଟି କଥା କେବେ ବି କାହା ଆଗରେ କୁହନ୍ତୁ ନାହିଁ … ନହେଲେ ଅଶାନ୍ତିରେ କଟିବ ଜୀବନ

Creat A Revolution
           

ନୀତି ଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ଅନେକ କଥା ଉଲ୍ଲେଖ କରିଛନ୍ତି। ଏହି କଥାକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ସଫଳତା ପ୍ରାପ୍ତି କରିପାରିଥାଏ ବୋଲି ମାନ୍ୟତା ରହିଛି। ନୀତି ଶାସ୍ତ୍ର ଅନୁଯାୟୀ ଏପରି କିଛି କଥା ବର୍ଣ୍ଣନା କରାଯାଇଛି, ଯାହା ଅନୁଯାୟୀ ଜୀବନରେ କେଉଁ କଥା ଅନ୍ୟ ମାନଙ୍କ ସମ୍ମୁଖରେ ପ୍ରକାଶ କରିବା ଉଚିତ ନୁହେଁ। ଜାଣନ୍ତୁ...


1. ଦାମ୍ପତ୍ୟ ଜୀବନରେ ଘଟୁଥିବା କଥାକୁ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ। ତେଣୁ ଭୁଲ୍‍ ରେ ମଧ୍ୟ ଏପରି କରନ୍ତୁ ନାହିଁ।


2. ନିଜ ଆର୍ଥିକ ସ୍ଥିତି ବିଷୟରେ ମଧ୍ୟ ଅନ୍ୟ ଜଣାନ୍ତୁ ନାହିଁ। ଏଥିରେ ଧନ ଲାଭରେ ବାଧା ସୃଷ୍ଟି ହେବା ସହ ସମ୍ପର୍କ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।


3. କେହି ଯଦି ଆପଣଙ୍କୁ  ଧୋକ୍କା ଦେଇଥାଏ ,ଠକି ଥାଏ ଏହା ମଧ୍ୟ ସଭିଁଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହା ଦ୍ୱାରା ଅନ୍ୟ ମାନେ ସଠିକ ସମ୍ମାନ ପ୍ରଦାନ କରନ୍ତି ନାହିଁ।


4. ପରିବାରରେ କୌଣସି ପ୍ରକାରର କଳହ କିମ୍ବା ତିକ୍ତତା ଥିଲେ, ଏହା ମଧ୍ୟ ସଭିଁଙ୍କୁ ଜଣାନ୍ତୁ ନାହିଁ। ଏହାଦ୍ୱାରା ଅନ୍ୟମାନେ ଆପଣଙ୍କୁ ଅପମାନିତ କରିପାର୍ତି। ସମ୍ପର୍କରେ ଏହାର କୁପ୍ରଭାବ ପଡିପାରେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading