ଇସ୍ଲାମାବାଦ୍ -: ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି। ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ…
Author: bnsnewsodisha
ଚର୍ଚ୍ଚ ଉପରେ ଅତର୍କିତ ଆଖିବୁଜା ଗୁଳିଚାଳନା : ମୃତାହତ ୫୦ରୁ ଉଦ୍ଦ୍ୱର୍
ଚର୍ଚ୍ଚରେ ରବିବାର ଭୟଙ୍କର ଗୁଳିକାଣ୍ଡ ହୋଇଛି। ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲୋକଙ୍କ ଉପରେ…
ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ
ଯାଜପୁର -: ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ…
‘ଦାନିଦାତା’ ଲୁଟିନେଲା କୋଟି କୋଟି : ସାମ୍ବାଦିକ ଓ ପୁଲିସ ବି ବର୍ତ୍ତିନାହାନ୍ତି, ବେଆଇନ ବୋଲି ଅଭିଯୋଗ କରିବାକୁ ଭୟ
ଭୁବନେଶ୍ବର -: ମାତ୍ର ହଜାରେ ଟଙ୍କା ନିବେଶ କଲେ, ଦୈନିକ ୦.୭୫ ପ୍ରତିଶତ ସୁଧରେ ମାସ ଶେଷକୁ ୧୯୫୯ ଟଙ୍କା ମିଳୁଥିଲା। ଅର୍ଥାତ୍ ମାସକରେ ପଇସା ପାଖାପାଖି ଦୁଇଗୁଣା ହୋଇଯାଉଥିଲା। ଏହି କ୍ରମରେ ହଜାରେ ଟଙ୍କା ନିବେଶ କରି ବର୍ଷେ ଅପେକ୍ଷା…
ପୁଣି ଡରାଇଲାଣି କରୋନା : ୧୨ ନମୁନାରେ ବିଏ୪ ଏବଂ ବିଏ୫ ପ୍ରଜାତି
ନୂଆଦିଲ୍ଲୀ -: କରୋନା ପୁଣିଥରେ ଡରାଇବା ଆରମ୍ଭ କରିଛି। ମହାରାଷ୍ଟ୍ରରେ କରୋନା ଚତୁର୍ଥ ଲହର ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ମୁମ୍ବାଇ ଏବେ କରୋନାର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି କୁହାଯାଉଛି। ଜୁନ୍ ପ୍ରଥମ ୪ ଦିନରେ ମହାରାଷ୍ଟ୍ରର ମୋଟ୍ ସଂକ୍ରମଣ…
ଶତ୍ରୁକୁ ପରାସ୍ତ କରିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ , କେବେ ବି ପରାସ୍ତ ହେବେ ନାହିଁ
ଆପଣଙ୍କୁ ଚାଣକ୍ୟଙ୍କ ନୀତି ଓ ବିଚାର କଠୋର ଲାଗିପାରେ ହେଲେ ଏହି କଠୋରତା ଜୀବନର ସତ୍ୟତା l ବ୍ୟସ୍ତ ବହୁଳ ଜୀବନରେ ଚାଣକ୍ୟଙ୍କ କଥା ଆପଣଙ୍କୁ ବହୁ ଅସୁବିଧାରୁ ରକ୍ଷା କରିବ l ଯଦି ଆପଣ ନିଜର ଶତ୍ରୁ ପାଇଁ ଅସୁବିଧା…
ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ର ସର୍ବପ୍ରାଚୀନ୍ନ, ଐତିହ୍ୟ,କଳା ଓ ସଂସ୍କୃତି ସମ୍ପର୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚଳିତ ରଥଯାତ୍ରା ନିମନ୍ତେ ଜ଼ିଲ୍ଲାପ୍ରଶାସନ ପକ୍ଷରୁ ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜ଼ିଲ୍ଲାପାଳ…
ନୂଆ ମନ୍ତ୍ରୀଙ୍କୁ 6Tର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …
ଭୁବନେଶ୍ବର -: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆ ମନ୍ତ୍ରୀ । ସେମାନଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍ ଟି ସହ ଆଉ ଗୋଟିଏ ଟି ଯୋଡ଼ିଛନ୍ତି । 6T ଭାବରେ ଯୋଡ଼ି ହୋଇଛି ଟୁର୍…
ଜୁନ୍ ୬ ସୋମବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ
ମେଷ -: ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ । ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯିବେ । ପ୍ରେମୀଯୁଗଳ ନିଜ ସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବୃଷ -: ଇଂଜିନିୟର ନିଜର ଅଭିଜ୍ଞତାକୁ ଠିକ୍ ଦିଗରେ ପ୍ରୟୋଗ…
ନବୀନଙ୍କ ନୂଆ ଟିମ୍, ଜାଣନ୍ତୁ କାହାକୁ କେଉଁ ବିଭାଗ ମିଳିଲା
ଲୋକସେବା ଭବନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ଏହାପରେ ରାଜ୍ୟ ସରକାରଙ୍କ ନବନିଯୁକ୍ତି ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବଣ୍ଟନ…
