Creat A Revolution
ଭୁବନେଶ୍ବର -: ରାଜଧାନୀର ସାଲିଆ ସାହି ବସ୍ତିରେ ଧଳା ଜହର ଜବତ କରାଯିବା ସହ ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଆଜି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡର ୨୦ଜଣିଆ ଟିମ ସାଲିଆ ସାହି ବସ୍ତିରେ ଚଢ଼ାଉ କରିଥିଲା। ସେଠାରୁ ରାଜୀବ ପଣ୍ଡା ନାମକ ଜଣେ ଲୋକକୁ ଧରିଥିଲା ଟିମ୍, ଯିଏକି ଦୀର୍ଘ ଦିନ ଧରି ଧଳା ଜହର ବେପାର କରୁଥିଲେ। ଆଜି ରାଜୀବ ପାଖକୁ ଜଣେ ବ୍ରାଉନସୁଗାର ବେପାରୀ ଆସିଥିଲେ। ତାକୁ ଧରିବା ପାଇଁ ପୁର୍ବରୁ ପ୍ଲାନ୍ କରିଥିଲା ଅବକାରୀ ବିଭାଗ। କିନ୍ତୁ ଚଢାଉ ବେଳେ ସେ ଖସିଗଲା ବେଳେ ରାଜୀବ ଧରା ପଡ଼ିଛି।
Discover more from odia.bnslive.in
Subscribe to get the latest posts sent to your email.
