ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଖାନଙ୍କ ପାଇଁ ବଢିଲା ବିପଦ

ଇସ୍‌ଲାମାବାଦ୍‌ -: ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି। ଦଙ୍ଗା, ବିଦ୍ରୋହ, ଗୋଳମାଳ ଏବଂ ସଂଘୀୟ ସରକାର ଉପରେ…

ଚର୍ଚ୍ଚ ଉପରେ ଅତର୍କିତ ଆଖିବୁଜା ଗୁଳିଚାଳନା : ମୃତାହତ ୫୦ରୁ ଉଦ୍ଦ୍ୱର୍

ଚର୍ଚ୍ଚରେ ରବିବାର ଭୟଙ୍କର ଗୁଳିକାଣ୍ଡ ହୋଇଛି। ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ଦେଶର ଓଣ୍ଡୋ ପ୍ରଦେଶରେ ଥିବା ସେଣ୍ଟ ଫ୍ରାନ୍ସିସ୍ କ୍ୟାଥୋଲିକ୍ ଚର୍ଚ୍ଚ ଉପରେ ଆତତାୟୀମାନେ ଆକ୍ରମଣ କରିଥିଲେ । ପ୍ରଥମେ ସେମାନେ ଲୋକଙ୍କ ଉପରେ…

ପୁଣି ଡରାଇଲାଣି କରୋନା : ୧୨ ନମୁନାରେ ବିଏ୪ ଏବଂ ବିଏ୫ ପ୍ରଜାତି

ନୂଆଦିଲ୍ଲୀ -: କରୋନା ପୁଣିଥରେ ଡରାଇବା ଆରମ୍ଭ କରିଛି। ମହାରାଷ୍ଟ୍ରରେ କରୋନା ଚତୁର୍ଥ ଲହର ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ମୁମ୍ବାଇ ଏବେ କରୋନାର ନୂଆ କେନ୍ଦ୍ରସ୍ଥଳ ପାଲଟିଛି ବୋଲି କୁହାଯାଉଛି। ଜୁନ୍‌ ପ୍ରଥମ ୪ ଦିନରେ ମହାରାଷ୍ଟ୍ରର ମୋଟ୍‌ ସଂକ୍ରମଣ…

ନୂଆ ମନ୍ତ୍ରୀଙ୍କୁ 6Tର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …

ଭୁବନେଶ୍ବର -:  ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନୂଆ ମନ୍ତ୍ରୀ । ସେମାନଙ୍କୁ 6T ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ୍‌ ଟି ସହ ଆଉ ଗୋଟିଏ ଟି ଯୋଡ଼ିଛନ୍ତି । 6T ଭାବରେ ଯୋଡ଼ି ହୋଇଛି ଟୁର୍‌…

ଧରାପଡିଲା ସିବିଆଇର ମିଛ, ମର୍ଡର କେଶକୁ ରଫାଦଫା ପାଇଁ କରିଥିଲା ଷଡଯନ୍ତ୍ର କୋର୍ଟରୁମରେ ଖୋଲିଲା ଗୁମର

ପଟନା -: ମିଛ କହି ଧରା ପଡ଼ିଲା ସିବିଆଇ। ଅପରାଧର ଟିକିନିକି ଓ ନିରପେକ୍ଷ ଯାଞ୍ଚ ପାଇଁ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉଥିବା ବେଳେ ବିହାରର ମୁଜଫରପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିରପେକ୍ଷ ଯାଞ୍ଚ କରିବା…

ବ୍ରଜରାଜନଗରରେ ଇଭିଏମ ଟ୍ୟାମ୍ପରିଂଗ କରି ବିଜେଡି ବିଜୟ ଲାଭ କରିଛି !

ଝାରସୁଗୁଡ଼ା -: “ଏହା ଜନାଦେଶ ନୁହେଁ । ଏହା ଯନ୍ତ୍ରାଦେଶ । ଇଭିଏମ୍ ଟାମ୍ପରିଂ କରାଯାଇଛି । ମୁଁ ଏହି ଜନାଦେଶକୁ ଗ୍ରହଣ କରୁ ନାହିଁ ।” ବ୍ରଜରାଜନଗର ଉପ-ନିର୍ବାଚନରେ ପରାସ୍ତ ହେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଜେପି ପ୍ରାର୍ଥୀ…

ଲିଫ୍ଟ ଦେବାକୁ କହି ନାବାଳିକାଙ୍କୁ ଗଣଦୁଷ୍କର୍ମ: ବିଧାୟକଙ୍କ ପୁଅ ସମେତ ୫ ଅଭିଯୁକ୍ତ ଚିହ୍ନଟ

ହାଇଦ୍ରାବାଦ -: ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦରେ ଜଣେ ନାବାଳିକାଙ୍କୁ ୩ ଜଣ ଅସଦାଚରଣ କରିବା ସହ ମର୍ସିଡିଜ କାର ଭିତରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାରେ ଜଣେ ବିଧାୟକଙ୍କ ପୁଅ ଓ ଜଣେ…

ଭୟଙ୍କର ବସ୍ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୭

କମଲାପୁରା/କାଲବର୍ଗି -: ଦୁର୍ଘଟଣାରେ ପରେ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ ଆହତ…

ଜିତିଲେ ପିନାକି ହାରିଲେ ଅର୍ଦ୍ଧେନ୍ଦୁ : ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ୱାର୍ଥ ବିରୋଧୀ , ସୁପ୍ରିମକୋର୍ଟ

ନୂଆଦିଲ୍ଲୀ -: ବହୁଦିନ ଧରି ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁର୍ଣ୍ଣଚ୍ଛେଦ ପକାଇଛନ୍ତି ସୁପ୍ରିମକୋର୍ଟ । ବଡ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଜନସ୍ୱାର୍ଥ ମାମଲାରେ ହାରିଯିବା ପରେ ପୁରୀ ସାଂସଦ ପିନାକି ମିଶ୍ର ଟିଭି ଡିବେଟ୍ ଛାଡି ଆଇନ ତିଆରି…

ସୁପ୍ରିମ୍‌ କୋର୍ଟଙ୍କ ଝଟ୍‌କା : ପରିକ୍ରମା ପ୍ରକଳ୍ପ କାମ ଉପରେ ରହିତାଦେଶ ଦେଲେନାହିଁ, ପିଟିସନ୍‌କୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ -: ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନ୍‌ଙ୍କୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରି ଦେଇଛନ୍ତି। ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍‌ ଉଭୟ ଆବେଦନକାରୀଙ୍କ…

error: Content is protected !!